ହାଣ୍ଡିଭିନ୍ନେ Hāṇḍi bhinne
- ଦେ.ବି — ଏକାନ୍ନବର୍ତ୍ତୀ ବ୍ଯକ୍ତିମାନଙ୍କ ପୃଥକାନ୍ନ ହେବା — Separation in mess of members of a joint family
- ଦେ.ବି — ସ୍ତ୍ରୀମାନଙ୍କର ଋତୁପ୍ରକାଶ; ହାଣ୍ଡି ବାହାରେ; (ଋତୁମତୀ ସ୍ତ୍ରୀମାନଙ୍କର ପାକଶାଳାରେ ପ୍ରବେଶ ନିଷିଦ୍ଧ ଥିବାରୁ) — Menstruation of a female
- ବିଣ — ପୃଥକାନ୍ନ ହୋଇଥିବା — Separated in mess
- ବିଣ — ଋତୁମତୀ ହୋଇଥିବା (ସ୍ତ୍ରୀ) — [a woman] Menstruated; in her menses