ହାଣ୍ଡିଭିନେ Hāṇdi bhine

  • ଦେ. ବି — ଅଲଗା ରୁଷେଇ; ପୃଥଗନ୍ନ— ବର୍ତ୍ତିତା; ଏକାନ୍ନବର୍ତ୍ତୀ ବ୍ଯକ୍ତିମାନଙ୍କର ପୃଥଗନ୍ନ ହେବା — Separation in mess (of hitherto joint persons); being separate in mess