ହାଣ୍ଡିପିଣ୍ଡି Hāṇdi piṇdi

  • ଦେ. ବି — ପାକଶାଳାର ଏକ କୋଣରେ ପାକହାଣ୍ଡିମାନ ରଖିବାପାଇଁ ତେଙ୍ଗାଢ଼ାମାନ ଥିବା ପିଣ୍ଡି ବା ମାଟିର ବେଦି — A raised earthen platform on which earthen pots are set down in a corner of the kitchen