ହାଣ୍ଡିଗଣା Hāṇdigaṇā
- ଦେ. ବିଣ. ପୁ: — ଖଣ୍ଡିଗଣିଆ; ଯେଉଁ ବ୍ଯକ୍ତି ଅତ୍ୟନ୍ତ ଲୋଭୀ ଥିବାରୁ କାଳେ ପାଚକ ରନ୍ଧା ହୋଇଥିବା ପଦାର୍ଥ [ଯଥା—ମାଛ ଖଣ୍ଡ, ମାଂସଖଣ୍ଡ]କୁ ଖାଇଯିବ, ଏଥିପାଇଁ ଖାଦ୍ୟଦ୍ରବ୍ୟକୁ ହାଣ୍ଡିରେ ଥିବା ଅବସ୍ଥାରେ ଖଣ୍ଡ ଖଣ୍ଡ କରି ଗଣେ ଓ କେତେଜଣଙ୍କୁ କେତେ ଖଣ୍ଡ ଦିଆଗଲା, ତାହା ସୁମାରି କରି ଅବଶିଷ୍ଟ କେତେ ରହିଲା, ପାଚକଠାରୁ ତହିଁର ହିସାବ ନିଏ — A person who is so miserly that he counts or often examines the contents of the cooking pots before they are served and who takes account of the contents from the cook from time to time