ହାଣ୍ଡିଖାଈ Hāṇdi khāī

  • ଦେ. ବିଣ. ସ୍ତ୍ରୀ—(ଗାଳି) — ଯେଉଁ ସ୍ତ୍ରୀଲୋକ ଏପରି ଲୋଭୀ ଓ ଲାଳଚେଈ ଯେ, ସେ ହାଣ୍ଡିରୁ କାଢ଼ି ଅନ୍ଯ ପାତ୍ରରେ ଖାଇବା ପର୍ଯ୍ୟନ୍ତ ସମ୍ଭାଳି ହୋଇ ରହି ନ ପାରି ହାଣ୍ଡିରେ ପାକ ହୋଇଥିବା ଅନ୍ନ— ବ୍ୟଞ୍ଜନାଦି ହାଣ୍ଡିରେ ଥାଉଁ ଥାଉଁ ଲୁଚେଇ କରି ସେଥିରୁ ଖାଇଯାଏ — (a term of abuse) (a Woman) Who secretly eats cooked food from the cooking pots; gluttonous; greedy (Woman)