ହାଣ୍ଡିକୋଣରେ ସଢ଼ିବା Hāṇdikoṇare sadhitā

  • ଦେ. କ୍ରି — (ପ୍ରାଚୀନ ସମାଜର ବିଧି ଅନୁସାରେ ସ୍ତ୍ରୀଲୋକମାନେ) କୌଣସି ଆଡ଼େ ନବାହାରି କେବଳ ହାଣ୍ଡିଶାଳରେପଡ଼ି ରୋଷେଇ କରିବାରେ ବ୍ୟସ୍ତ ଥାଇ ଅନୁନ୍ନତ ଅବସ୍ଥାରେ ରହିବା — To rot in the corner of the kitchen (said of the women of our society who observe purdah