ହାଣ୍ଡିଏ କୁଡ଼ୁଆଏ Hāṇdie kuṟḍ̠uāe
- ପ୍ରାଦେ. (ପୁରୀ) ବି — ଏକହାଣ୍ଡି ମହାପ୍ରସାଦ ଅନ୍ନ ଓ ଏକ କୁଡ଼ୁଆ ମହାପ୍ରସାଦ ତିଅଣ — One big potful of Mahāprsaāda rice and one small potful of Mahāprasāda curry
- ପ୍ରାଦେ. (ପୁରୀ) ବି — (ଦ୍ର—ଅନେକ ରାଜା ଓ ବଡ଼ଲୋକ ଜଗନ୍ନାଥଙ୍କଠାରେ ଏବଂ ଲିଙ୍ଗରାଜଙ୍କାଠାରେ ପ୍ରତିଦିନ କିମ୍ବା ପ୍ରତି ଏକାଦଶୀ ବା ପ୍ରତି ସଂକ୍ରାନ୍ତିକୁ ହାଣ୍ଡିଏ (ଅନ୍ନ) କୁଡ଼ୁଆଏ (ତିଅଣ) ଭେଗ ହେବାପାଇଁ ଜମି ସେମାନଙ୍କ ନିଜ ନିଜର ପଣ୍ଡାମାନଙ୍କ ମାରଫତରେ ଖଞ୍ଜା କରି ଅଛନ୍ତି)।