ହାଣ୍ଡି ସଜ Hāṇdi saja

  • ଦେ. ବି — ପାକଶାଳାରେ ଭାତ ଡାଲି ତିଅଣ ଆଦି ଭିନ୍ନ ଭିନ୍ନ ସାମଗ୍ରୀ ରନ୍ଧା ହେବା ପାଇଁ ବ୍ୟଦହୃତ ଏକ ସେଟ୍ ବଡ଼ ଓ ସାନ ହାଣ୍ଡି — A set of earthen pots (big and small) used for cooking various kinds of food (rice, dal and curry etc)