ହାଣ୍ଡି ମଙ୍ଗୁଳିବା Hāṇḍi maṅguḻibā

  • ଦେ. କ୍ରି — ବିବାହାଦିରେ ପାକଶାଳାରେ ପାକ କରିବା କାର୍ଯ୍ୟର ଅନୁକୂଳ କରିବା ପାଇଁ କେତେଗୋଟି ହାଣ୍ଡିରେ ସିନ୍ଦୂର ଲଗାଇ (କେତେ— ଗୁଡ଼ିଏ ଅହ୍ୟ ସ୍ତ୍ରୀଲୋକ) ହୁଳହୁଳି ପକାଇବା — To set up the first set of earthen pots with some ceremony for cooking the food for a marriage
  • ଦେ. କ୍ରି — (ଲକ୍ଷଣାର୍ଥ) [ଛୁଆଁ ଲୋକ, ଅର୍ଥାତ୍ ଯେଉଁ ଲୋକ ଦାଣ୍ଡକୁ ଯାଇ ତେଣୁ ଆସି ଲୁଗା ପାଲଟି ନ ଥାଏ କିମ୍ବା ଯେଉଁଲୋକ ରାତିରେ ପିନ୍ଧି ଶୋଇଥିବା ଲୁଗାକୁ ବଦଳି ନ ଥାଏ କିମ୍ବା ଯେଉଁ ଲୋକ ଅସ୍ପୃଶ୍ୟ ବ୍ଯକ୍ତି ବା ଋତୁମତୀ ସ୍ତ୍ରୀକୁ ଛୁଇଁ ଲୁଗା ପାଲଟି ନ ଥାଏ] ପାକ ହାଣ୍ଡିକୁ ଛୁଇଁବା — (figurative) To touch or lay hands on the cooking pots (said of a person who has become contaminated by touch)
  • ଦେ. କ୍ରି — [ଦ୍ର—ଏପରି କଲେ ପାକ ହାଣ୍ଡିଯାକ ମାରା ହୋଇଯାଏ।]