ହାଣ୍ଡି ଫନ୍ଦ Hāṇdi phanda

  • ଦେ. ବି — ହାଣ୍ଡିର ମୁହଁର ମୋଟା ପରିଧି — The circlar rim of an earthen pot
  • ଦେ. ବି — (ଦ୍ର—ଏହି ଅଂଶ ହାଣ୍ଡିର ଅନ୍ଯ ଅଂଶ ଅପେକ୍ଷା ମୋଟ ଓ ଏହାକୁ ଧରି ହାଣ୍ଡିକୁ ତଳୁ ବା ଚୁଲି ଉପରୁ ଉଠାଇବାକୁ ହୁଏ।)