ହାଣ୍ଡି ପୋଡ଼ Hāṇdi poṟḍ̠a

  • ଦେ. ବି — କଞ୍ଚାହାଣ୍ଡିର କୁମ୍ଭାରଶାଳରେ ଉହାରେ ପୋଡ଼ା ଯାଇଥିବାର ପ୍ରକାର — The manner or quality of an earthen pot having been well burnt in the potter's oven
  • ଦେ. ବି — (ଯଥା—ଆମ ଗାଆଁ କୁମ୍ଭାରର ଉହାରେ ହାଣ୍ଡିପୋଡ଼ ଭଲ ହୁଏ ନାହିଁ।)