ହାଣ୍ଡି ଧଡ଼ଧଡ଼ କରିବା Hāṇḍi dhaṟḍ̠a dhaṟḍ̠a karibā
- ଦେ. କ୍ରି — ଏକ ସ୍ଥାନରେ ରଖା ଯାଇଥିବା ଗୁଡ଼ିଏ ହାଣ୍ଡିକୁ ଦରାଣ୍ଡିବା ବା ହାଣ୍ଡିରେ ହାତ ବା ମୁହଁ ପୂରାଇବା ସମୟରେ— ଧଡ଼୍ ଶବ୍ଦ ଉତ୍ପାଦିତ କରାଇବା — To cause the earthen pots to clash against each other and emit a 'dhaṟḍ̠ dhaṟḍ̠' sound when some one or animal tries to grope in the dark or thrust one's hand or mouth into the pots
- ଦେ. କ୍ରି — [ଉ—କାଳିଆ ବଳଦ ଗଲାରେ! ହାଣ୍ଡି କୁଣ୍ଢେଇ ସମ୍ଭାଳିଥିବୁ, ହାଣ୍ଡି ଧଡ଼୍ ଧଡ଼୍ କଲାରେ—ଶିଶୁ— ରଞ୍ଜନ ଗୀତ]
- ଦେ. କ୍ରି — [ଦ୍ର—ଧଡ଼ ଧଡ଼ ଶବ୍ଦ ଅପେକ୍ଷା ଧୁଡ଼(ଡ଼ୁ) ଧୁଡ଼୍(ଡୁ) କ୍ଷୁଦ୍ରତର ଶବ୍ଦ ଅଟେ।]