ହାଣ୍ଡି ଖିଆ Hāṇdi khiā

  • ଦେ. ବି — ହାଣ୍ଡିରେ ଥିବା ଅନ୍ନାଦିକୁ ଗୋପନରେ ଖାଇବା — Eating from the cooking pots
  • ବିଣ. ପୁ — ଯେଉଁ ପୁରୁଷ ଏପରି ଲୋଭୀ ଓ ପେଟୁ ଯେ ସେ ହାଣ୍ଡିରୁ ଖାଦ୍ୟ ଖାଇଯାଏ — Gluttonous; greedy (man)