ହାଣ୍ଡି କୁଣ୍ଡେଇ, ହାଣ୍ଡି କୁଣ୍ଢେଇ Haṇdi kuṇd(dh)ei
- ଦେ. ବି — (ନିରର୍ଥକ ଦ୍ୱିତୀୟ ସହଚର; କିଂବା ହାଣ୍ଡି ଓ କୁଣ୍ଡ)— 1 । ଗୃହର ବ୍ଯବହାର ପାଇଁ ଅବଶ୍ୟକ ଯାବତୀୟ ପାତ୍ର (ହାଣ୍ଡି, ମାଠିଆ, ଆଟିକା, ଘଡ଼ି ଇତ୍ୟାଦି) — (ନିରର୍ଥକ ଦ୍ୱିତୀୟ ସହଚର; କିଂବା ହାଣ୍ଡି ଓ କୁଣ୍ଡ)—1 ଗୃହର ବ୍ଯବହାର ପାଇଁ ଅବଶ୍ୟକ ଯାବତୀୟ ପାତ୍ର (ହାଣ୍ଡି, ମାଠିଆ, ଆଟିକା, ଘଡ଼ି ଇତ୍ୟାଦି)—1. Various pots and utensils of a household
- ଦେ. ବି — ଗୃହର ସବୁପ୍ରକାର ପାକପାତ୍ର — pots and all other cooking vessels of a house hold