ହାଣ୍ଡି କାଠ Hāṇdi kāṭha

  • ଦେ. ବି — ପାକସାମଗ୍ରୀ (ଚାଉଳ, ମୁଗ, ପରିବାଆଦି) କୁ ରାନ୍ଧିବା ପାଇଁ ଆବଶ୍ୟକ 2 ଟି ବସ୍ତୁ (ଯଥା— ହାଣ୍ଡି ବା ପାକପାତ୍ର ଓ ଜାଳ) — ପାକସାମଗ୍ରୀ (ଚାଉଳ, ମୁଗ, ପରିବାଆଦି) କୁ ରାନ୍ଧିବା ପାଇଁ ଆବଶ୍ୟକ2ଟି ବସ୍ତୁ (ଯଥା— ହାଣ୍ଡି ବା ପାକପାତ୍ର ଓ ଜାଳ)—Earthen pot and fuel required for cooking food