ହାଣ୍ଡି ଅଣକ Hāṇḍi aṇaka

  • ଦେ. ବି—(ସହରର ଶବ୍ଦ) — ପାକାର୍ଥ ବ୍ଯବହୃତ ହାଣ୍ଡି ଓ ହାଣ୍ଡିରେ ପାକ କରାଯାଇଥିବା ପଦାର୍ଥକୁ ଗୋଳାଇବା ବା ଘାଣ୍ଟିବା ବା ପରଶିବା ପାଇଁ ବ୍ଯବହୃତ ଅଣକ — The cooking pot and the wooden spoon or ladle used in handling its contents