ହାଣ୍ଟିବା Hāṇṭibā

  • ଦେ. କ୍ରି (ସଂ ହିଡ଼୍, ହିଣ୍ଡ୍, ହେଡ଼୍ ଧାତୁ=ଗମନ କରିବା) (ବଙ୍ଗାନୁକରଣ) — ପଦବ୍ରଜରେ ଚାଲିବା — To walk; to travel on foot
  • ଦେ. କ୍ରି (ସଂ ହିଡ଼୍, ହିଣ୍ଡ୍, ହେଡ଼୍ ଧାତୁ=ଗମନ କରିବା) (ବଙ୍ଗାନୁକରଣ) — ଅଧିକ ଭ୍ରମଣ କରିବା — To travel or walk much
  • ଦେ. କ୍ରି (ସଂ ହିଡ଼୍, ହିଣ୍ଡ୍, ହେଡ଼୍ ଧାତୁ=ଗମନ କରିବା) (ବଙ୍ଗାନୁକରଣ) — ଏଣେତେଣେ ବୁଲିବା — To wander about
  • ପ୍ରାଦେ [ଗଡ଼ଜାତ] କ୍ରି — ହଣ୍ଟାଳିବା (ଦେଖ) — Haṇṭāḻibā (See)