ହାଣି ଦେବା Hāṇi debā
- ଦେ. କ୍ରି — ଶୀଘ୍ର ହାଣିବା
- ଦେ. କ୍ରି — ସମ୍ପୂର୍ଣ୍ଣ ରୂପେ ହାଣିବା — To cut asunder; to cut off; to cut completely
- ଦେ. କ୍ରି — ହାଣିବା କାର୍ଯ୍ୟ ଶେଷ କରିବା; ହାଣି ସାରିବା — To finish cutting
- ଦେ. କ୍ରି — (ଲକ୍ଷ— ଣାର୍ଥ) ହୃଦୟକୁ ବ୍ୟାକୁଳ କରିବା — (figurative) To cut to the quick
- ଦେ. କ୍ରି — [ଉ—ସମ୍ମୋହନ ବାଣ ରବିଙ୍କ ଦେଲେ ହୃଦୟେ ହାଣି—ରାଧାନାଥ, ଚନ୍ଦ୍ରଭାଗା।]
- ଦେ. କ୍ରି — (ଶଗଡ଼ିଆଙ୍କ ଭାଷା) ଶଗଡ଼ର ପଛରେ ଦୁଇଦଣ୍ଡାର ମୁଣ୍ଡିକୁ ମୁଠାଦ୍ୱାରା ଧରି ସଗଡ଼ର ଗତିକୁ ହଠାତ୍ ବୁଲାଇ ଦେବା — To turn suddenly the motion of a bullock cart by applying force to the posterior handles of the 2 beams of a cart