ହାଣକୁ ନେଲା ପରି ହେବା Hāṇaku nelā pari hebā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ହତ୍ୟା କରାଯିବାକୁ ନିଆ ଯାଉଅଛି ବୋଲି ଜାଣିଲେ ସେଠାକୁ ଯିବାକୁ ଉକ୍ତ ବ୍ଯକ୍ତି ଯେପରି ଅନିଚ୍ଛା ଦେଖାଏ ସେହିପରି ହେବା; କୌଣସି ସ୍ଥାନକୁ ଯିବା ପାଇଁ ଅତ୍ୟନ୍ତ ଅନିଚ୍ଛା ପ୍ରକାଶ କରିବା ବା ପଶ୍ଚାତ୍ପଦ ହେବା — To shrink from advancing to a place (of slaughter); to exhibit unwillingness to go to a place