ହାଣ ମୁଣ୍ଡ Hāṇa muṇḍa

  • ଦେ. ବି — ଯେଉଁସ୍ଥାନ (ଯଥା—ଯୁଦ୍ଧ ଭୂମି)ରେ ସମ୍ମୁଖ ଯୁଦ୍ଧରେ ଲୋକେ ହାଣ ଖାଉ ଥାଆନ୍ତି — A place where people are cut to death
  • ଦେ. ବି — ଯୁଦ୍ଧର ସମ୍ମୁଖ ଭୂମି — The front of battle
  • ଦେ. ବି — (ଲକ୍ଷଣାର୍ଥ) ଅତି ବିପତ୍— ସଙ୍କୁଳ ସ୍ଥାନ — (figurative) A very dangerous place
  • ଦେ. ବି — (ଲକ୍ଷଣାର୍ଥ) ଯେଉଁଠାକୁ ଗଲେ ମୃତ୍ୟୁ ସୁନିଶ୍ଚିତ — (figurative) A place where the risk to life is imminent
  • ଦେ. ବି — (ଲକ୍ଷଣାର୍ଥ) ଅତି ଦାୟିତ୍ୱପୂର୍ଣ୍ଣ ସ୍ଥାନ — (figurative) A place of grave responsibity
  • ଦେ. ବି — ନଦୀର ବା ଜଳ ଅଟକ ରହିଥିବା ବନ୍ଧର ଯେଉଁସ୍ଥାନରେ ମାଟି ହଣା ହୋଇ ପାଣି ଅତି ବେଗରେ ବୋହୁଥାଏ — A place or breach in an embankment where the rush of water is very great
  • ଦେ. ବି — ଯେଉ ସ୍ଥାନରେ ବନ୍ଧ ହଣା ହୋଇଥାଏ — A place where a bundh is cut