ହାଣ ମାର Hāṇa māra

  • ଦେ. ବି (ସହଚର ଶବ୍ଦ) — ହଣା ଓ ମାରଣ; ହତ୍ୟା — Slaughter; slaying and killing
  • ଦେ. ବି (ସହଚର ଶବ୍ଦ) — ଯୁଦ୍ଧରେ ଅସ୍ତ୍ରାଦିଦ୍ୱାରା ହତ୍ୟା — Slaughter in a battle
  • ଦେ. ବି (ସହଚର ଶବ୍ଦ) — ପଡ଼ିଆ ଜମିକୁ ହାଣି ସମତୁଲ କରିବା — Earth-cutting and levelling of a ground