ହାଣ ପାଇବା Hāṇa; pāibā

  • ଦେ. କ୍ରି — ଅନ୍ଯ ବ୍ଯକ୍ତି ଦ୍ୱାରା ହଣା ହୋଇ ହତ ହେବା — To be killed by being cut with a weapon
  • ଦେ. କ୍ରି — [ଉ—ପୃଷ୍ଠେ ହାଣ ଖାଇ ହେଲେ ସେହି ସିନା ବୃଥା ଅପଯଶ ଭାଗୀ— ରାଧାନାଥ, ପାର୍ବତୀ।]