ହାଣ ଘାଆ Hāṇa ghā-ā

  • ଦେ. ବି — ହଣା ଘାଆ; ଅସ୍ତ୍ରାଘାତ ଜନିତ କ୍ଷତ; କଟା ଘାଆ — Cutting wound
  • ଦେ. ବି — [ଦ୍ର— କଟା ଘାଆ ଆପେକ୍ଷା ହଣା ଘାଆ ବୃହତ୍ତର]