ହାଟ୍ପୀନ୍ Hāṭ pīn

  • ବୈଦେ. ବି (ଇଂ) — ମେମ୍ମାନଙ୍କ ମୁଣ୍ଡରେ ପିନ୍ଧାଯିବା ଟୋପି ମୁଣ୍ଡରୁ ଖସି ନ ପଡ଼ିବ ବୋଲି ମୁଣ୍ଡର ବାଳ ସଙ୍ଗେ ବା ଗଣ୍ଠି ସଙ୍ଗେ ହାଟ୍କୁ ସଂଲଗ୍ନ କରି ରଖିବାକୁ ଯେଉଁ ଲମ୍ବ ମୁନିଆ କାଠି ହାଟ୍ର ଏପାଖ ସେପାଖ ଫୁଟି ଥାଏ — Hatpin