ହାଟ୍ କୋଟ୍ Hāṭ koṭ

  • ବୈଦେ ବି (ଇଂ; ସହଚର ପରିଧେୟ ଦ୍ୱୟ) — ମୁଣ୍ଡରେ ପିନ୍ଧା ଯିବା ସାହେବ ଟୋପର ଓ ଦେହରେ ପିନ୍ଧାଯିବା ସାମନା ଆଡ଼େ ଖୋଲା, ବୋତାମ ଦିଆ କୁର୍ତ୍ତା — Hat and coat