ହାଟୁଆରି Hāṭuāri
- ଦେ. ବି — ହାଟୁଆ ଜାତି ବାସ କରୁଥିବା ଗ୍ରାମ — A village inhabited by Hāṭuā castes
- ଦେ. ବି — ହାଟୁଆ କୁଳ (ଦେଖ) — Hāṭuā kuḻa (See)
- ବିଣ — ହାଟୁଆ କୁଳ ସମ୍ବନ୍ଧୀୟ — Relating. to the Hāṭuā castes
- ବିଣ — ହାଟସମ୍ବନ୍ଧୀୟ — Relating to market
- ବିଣ — ହାଟକୁ ଲୋକ ଓ ପଣ୍ୟଦ୍ରବ୍ୟ ବହନକାରୀ (ଡଙ୍ଗା, ଗାଡ଼ି ଆଦି) — (boat or vehicle) Conveying or carrying people or things to and from a fair