ହାଟୁଆ ପାଟକ Hāṭuā pāṭaka

  • ଦେ. ବି. — ଓଡ଼ିଶାର କେତେକ ଶୂଦ୍ର ଜାତି, (ଯେଉଁମାନଙ୍କର କୁଳସ୍ତ୍ରୀମାନେ ପଣ୍ୟବିକ୍ରୟାର୍ଥ ହାଟକୁ ବା ଦାଣ୍ଡକୁ ବାହାରନ୍ତି) — Certain castes of Ṡūdras in Orissa whose females comeout to the public and to the market to sell articles
  • ଦେ. ବି. — [ଦ୍ର—ପାଟକ ତଳେ ଟୀକା ଦେଖ। ଏମାନଙ୍କର ସଂଖ୍ୟା 36 ଥିବାରୁ ଏମାନଙ୍କୁ ଛତିଶି ପାଟକ ବୋଲାଯାଏ। ଏମାନଙ୍କୁ 'ହେଁସକାନିଆ ଜାତି' ମଧ୍ୟ ବୋଲାଯାଏ। ଏମାନଙ୍କ ମଧ୍ୟରେ ସାମାଜିକ ନିୟମ ଖୁବ୍ କଡ଼ା। ଏମନ୍ତ କି, ଏମାନଙ୍କୁ କୌଣସି ଅସ୍ପୃଶ୍ୟ ବ୍ଯକ୍ତି ଛୁଇଁ ଦେଲେ ଏମାନେ ସମାଜରେ ପତିତ ହୁଅନ୍ତି। ଏମାନଙ୍କର ଜାତିଆଣ ସଭାରେ ସାମାନ୍ୟ ସାମାନ୍ୟ ସାମାଜିକ ଦୋଷ ପାଇଁ ମଧ୍ୟ ଗୁରୁଦଣ୍ଡ ଦିଆଯାଏ। ଏ ହାଟୁଆଜାତିଙ୍କ ପ୍ରତ୍ୟେକଙ୍କର ଗୋଟିଏ ଲେଖାଏଁ ସାମାଜିକ ପାଣ୍ଠି (ଫଣ୍ଡ୍) ଅଛି।] — [ଦ୍ର—ପାଟକ ତଳେ ଟୀକା ଦେଖ ଏମାନଙ୍କର ସଂଖ୍ୟା36ଥିବାରୁ ଏମାନଙ୍କୁ ଛତିଶି ପାଟକ ବୋଲାଯାଏ ଏମାନଙ୍କୁ 'ହେଁସକାନିଆ ଜାତି' ମଧ୍ୟ ବୋଲାଯାଏ ଏମାନଙ୍କ ମଧ୍ୟରେ ସାମାଜିକ ନିୟମ ଖୁବ୍ କଡ଼ା ଏମନ୍ତ କି, ଏମାନଙ୍କୁ କୌଣସି ଅସ୍ପୃଶ୍ୟ ବ୍ଯକ୍ତି ଛୁଇଁ ଦେଲେ ଏମାନେ ସମାଜରେ ପତିତ ହୁଅନ୍ତି ଏମାନଙ୍କର ଜାତିଆଣ ସଭାରେ ସାମାନ୍ୟ ସାମାନ୍ୟ ସାମାଜିକ ଦୋଷ ପାଇଁ ମଧ୍ୟ ଗୁରୁଦଣ୍ଡ ଦିଆଯାଏ ଏ ହାଟୁଆଜାତିଙ୍କ ପ୍ରତ୍ୟେକଙ୍କର ଗୋଟିଏ ଲେଖାଏଁ ସାମାଜିକ ପାଣ୍ଠି (ଫଣ୍ଡ୍) ଅଛି]