ହାଟକ Hāṭaka

  • ସଂ. ବି—(ହଟ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ ଅକ) — ସ୍ୱର୍ଣ୍ଣ; ସୁନା — Gold
  • ସଂ. ବି—(ହଟ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ ଅକ) — ମହାଭାରତର ସଭା — ପର୍ବୋକ୍ତ ଗୁହ୍ୟକର ବାସସ୍ଥାନ ନଗର ଓ ଦେଶବିଶେଷ— . Name of a country and town of ancient India, the place of residence of Guhyaka
  • ବିଣ — ହାଟକ ବିର୍ମିତ; ସ୍ୱର୍ଣ୍ଣମୟ — Golden