ହାଟ ଲାଗିବା Hāṭa lāgibā

  • ଦେ. ବି — ହାଟରେ କ୍ରୟ ବିକ୍ରୟ କାର୍ଯ୍ୟ ଚଳୁଥିବା — The conduct of the transactions in a market
  • ଦେ. ବି — ହଟା ଲାଗିବା; କୌଣସି ବିଷୟ ଦେଶ ତମାମ ରାଷ୍ଟ୍ର ହେବା — The publication of any matter; a matter being made public
  • ଦେ. ବି — (ଲକ୍ଷଣାର୍ଥ) ହାଟର କାମ ଚଳିବାପରି ସଂସାର ଚଳିବ — (figurative) The going on of the world (which is compared to a fair)