ହାଟ ରୁଷମ Hāṭa rushama

  • ଦେ. ବି—(ସଂ. ହଟ୍ଟ ଓ ଆ. ରୁସ୍ମ୍) — ହାଟପଣି (ଦେଖ) — Hāṭapaṇi (See)
  • ଦେ. ବି—(ସଂ. ହଟ୍ଟ ଓ ଆ. ରୁସ୍ମ୍) — ହାଟଜମା (ଦେଖ) — Hāṭajamā (See)
  • ଦେ. ବି—(ସଂ. ହଟ୍ଟ ଓ ଆ. ରୁସ୍ମ୍) — ହାଟର ପଟ୍ଟାଦାର ବା ଇଜରାଦାରଙ୍କ ନିର୍ଦ୍ଧାରିତ ଜମା ଛଡ଼ା ଜମିଦାରଙ୍କୁ ଦେବା ସଲାମୀ ବା ଭେଟି — perquisite or present made to a zamindar by a lessee of a market over and above the fixed rent