ହାଟ ବସାଇବା Hāṭa basāibā

  • ଦେ. କ୍ରି — କୌଣସି ସ୍ଥାନରେ ନୂଆ କରି ଗୋଟିଏ ହାଟ ସ୍ଥାପନ କରିବା — To start or open a new market at a place
  • ଦେ. କ୍ରି — ହାଟପାଳି ଦିନ ହାଟରେ କ୍ରୟ ବିକ୍ରୟ ଆରମ୍ଭ କରିବା — To start the transactions of a market on a market day
  • ଦେ. କ୍ରି — (ଲକ୍ଷଣାର୍ଥ) ହଟା କରିବା; କୌଣସି ଗୁପ୍ତ କଥାକୁ ରାଷ୍ଟ୍ର କରିବା — (figurative) To publish or promulgate any secret matter
  • ଦେ. କ୍ରି — ବହୁ ଲୋକଙ୍କୁ ଏକ ସ୍ଥାନରେ ରୁଣ୍ଡ କରିବା — To gather a big crowd at a place
  • ଦେ. କ୍ରି — [ଉ—ଏକଖାନି ପୋଖରୀତେ ଚାରିଖାନି ଘାଟ, ତହିଁର ମଧ୍ୟେ ଗୋରା— ଚାନ୍ଦ ବସାଇଲେ ହାଟ। ପାଲାବାଲାଙ୍କ ଗୀତ।]