ହାଟ ବଜାର Hāṭa bajāra
- ଦେ. ବି—(ସହଚର ଶବ୍ଦ)— (ସଂ. ହଟ୍ଟ ଓ ଫା. ବାଜାର୍) — ଅସ୍ଥାୟୀ ହାଟ ଓ ସ୍ଥାୟୀ ବଜାର — Market and bazar
- ଦେ. ବି—(ସହଚର ଶବ୍ଦ)— (ସଂ. ହଟ୍ଟ ଓ ଫା. ବାଜାର୍) — (ଦ୍ର—ହାଟର ଦୋକାନମାନ ଅସ୍ଥାୟୀ ଓ ଉଠାଦୋକାନ ଅଟେ; କିନ୍ତୁ ବଜାରର ଦୋକାନମାନ ସ୍ଥାୟୀଦୋକାନ ଓ ତାହା ହାଟର ଦୋକାନ ପରି ହାଟପାଳି ଦିନ ବସେ ନାହିଁ ବା ଭାଙ୍ଗେ ନାହିଁ]