ହାଟ ପାଳି Hāṭa pāḻi

  • ଦେ. ବି — ହାଟ ବସିବାର ନିର୍ଦ୍ଦିଷ୍ଟ ଦିବସ — The week day on which a market sits
  • ଦେ. ବି — [ଉ—ରାଣି! କି ଖାଇତେ ମନ! ହାଟ ପାଳିକି ଚିଙ୍ଗୁଡ଼ି ଶୁଖୁଆ ଭେଲୁଆ ବାଇଗଣ। ପାଲାବାଲାଙ୍କ ଗୀତ।]