ହାଟ ନିଲାମ Hāṭa nilāma

  • ଦେ. ବି — (ଜମିଦାର) ହାଟଇଜାରାକୁ ଅର୍ଥାତ୍ ହାଟତୋଳା ଅସୁଲ କରିବା ଅଧିକାରକୁ ପ୍ରକାଶ୍ୟ ଭାବରେ ନିଲାମଡାକରେ ବିକ୍ରି କରିବା — Auction sale of the lease or farm of a market