ହାଟ ଝଡ଼ା Hāṭa jhaṟḍ̠ā

  • ଦେ. ବି — ରୁଗ୍ଣ ବା ପୁଅରୋଗଗ୍ରସ୍ତ ପିଲାଙ୍କୁ ଗାଧୋଇ ଦେବା ପାଣିରେ ମିଶାଇବା ପାଇଁ ପୋଟଳି ବଣିଆ— ମାନେ ସେମାନଙ୍କ ହାଟ (ଦୋକାନ) ଉଠାଇବା ବେଳେ ଭୂମିରେ ପଡ଼ିଥିବା ଯେଉଁସବୁ ଧୂଳି, ଜଡ଼ିବୁଟିର ଗୁଣ୍ଡ ଓ ବାଲି ଆଦି ସଂଗ୍ରହ କରନ୍ତି — Sweepings from the floor an apothecary's shop collected by the apothecary and mixed with the bath-water of invalid rickety babies
  • ଦେ. ବି — [ଦ୍ର— ହାଟଝଡ଼ାକୁ ପାଣିରେ ମିଶାଇ ସେ ପାଣିରେ ରୁଗ୍ଣ ପିଲାଙ୍କୁ ଗାଧୋଇ ଦେଲେ ପିଲାଙ୍କର ସୁସ୍ଥ ହେବା ଲୋକେ ବିଶ୍ୱାସ କରନ୍ତି।]