ହାଟ ଉଠାଇବା Hāta uṭhāibā

  • ଦେ. କ୍ରି — ହାଟ ଭାଙ୍ଗିବା (ଦେଖ) — Hāṭā bhāṅgibā (See)
  • ଦେ. କ୍ରି — ହଟା କରିବା; କୌଣସି ବିଷୟ ରାଷ୍ଟ୍ର କରିବା — To publish or proclaim any matter; to broadcast a thing