ହାଟ ଇଜାରା Hāṭa ijārā

  • ଦେ. ବି (ସଂ. ହଟ୍ଟ+ଫା. ଇଜାରା) — ହାଟ ବସିବା ବେଳେ ହାଟକୁ ଅସିବା ବିକ୍ରେତାମାନଙ୍କ ଠାରୁ ତୋଳା ବା ଶୁଳ୍କ ଆଦାୟ କରିବାର ଅଧିକାର (ଯାହା ହାଟର ଭୂସ୍ବାମୀ କୌଣସି ବ୍ଯକ୍ତିକୁ ପଟା ଦିଅନ୍ତି) — Farming or leasing cut of a market