ହାଟ ଇଜାରାଦାର୍ Haṭa ijārādār

  • ଦେ. ବି — ହାଟର ପଟାଦାର୍; ଜମିଦାରଙ୍କ ଠାରୁ ନିର୍ଦ୍ଦିଷ୍ଟ ଜମାରେ ହାଟତୋଳା ବା ଶୁଳ୍କ ଅସୁଲ କରିବା ପାଇଁ ପଟା ନେବା ବ୍ଯକ୍ତି — The lessee or farmer of a market