ହାଟ ଇଜାରା ଦେବା Haṭa ijārā debā

  • ଦେ. କ୍ରି — (ଜମିଦାର) ହାଟରୁ ଶୁଳ୍କ ବା ତୋଳା ଅସୁଲ କରିବାର ଅଧିକାର ଜଣେ ବ୍ଯକ୍ତିକୁ ନିର୍ଦ୍ଦିଷ୍ଟ କାଳପାଇ ପଟାଦେବା — To farm or lease out a market to a person