ହାଟ ଆଣିବା Hāṭa āṇibā

  • ଦେ. କ୍ରି — ହାଟରୁ ଦ୍ରବ୍ୟ କିଣିଆଣିବା — To purchase articles from a market
  • ପ୍ରାଦେ (ଗଡଜାତ) ବି — ବଜାରରୁ ସଉଦା ବା ପଣ୍ୟ ଆଣିବା — To bring commodities from the bazar