ହାଞ୍ଜି ହାଞ୍ଜି ହେବା Hān̄ji hān̄ji hebā

  • ବୈଦେ. କ୍ରି (ଫା—ହାଁ=ହଁ, ଜୀ= ହେ ମହାଶୟ!) — କୌଣସି ବ୍ଯକ୍ତିଙ୍କ ମନକୁ ଖୁସି କରିବାପାଇଁ ତାଙ୍କ କଥାରେ ସବୁବେଳେ ହଁ କରିବା, ଅର୍ଥାତ୍, ସେ ଯାହା କହିବେ ତାହା, ଠିକ୍ ହେଉ ବା ବେଠିକ୍ ହେଉ, ଠିକ୍ ଅଛି ବୋଲି କହିବା; ଏଜନ ବା ଡିଟୋ କରିବା — To ditto what a person says in respect of the correctness or otherwise of what he says; to fawn; to cringe; to flatter in a servile way
  • ବୈଦେ. କ୍ରି (ଫା—ହାଁ=ହଁ, ଜୀ= ହେ ମହାଶୟ!) — କୌଣସି କାର୍ଯ୍ୟ କରିବାକୁ ଦୃଢ଼ସଙ୍କଳ୍ପ ନ କରି ଇତସ୍ତତଃ କରିବା — To hesitate to do a thing