ହାଜିରା ବହି Hājirā bahi

  • ଦେ. ବି (ଆ. ହାଜିରା, ସଂ ପୁସ୍ତକ, ଆ. ବହି, ଇଂ. ରେଜିଷ୍ଟର୍) — ଯେଉଁ ପୁସ୍ତକରେ ସମ୍ପର୍କୀୟ ବ୍ଯକ୍ତି ବା ଛାତ୍ର ମାନଙ୍କ ନାମ ଲେଖାଯାଇ ପ୍ରତିଦିନ ହାଜିରା ନିଆଯାଏ — Attendance register