ହାଜିରା ପକେଇବା Hājirā pakeibā

  • ଦେ. କ୍ରି — ହାଜିରା ଡାକିବା ବେଳେ ଉପସ୍ଥିତ ବ୍ଯକ୍ତିମାନଙ୍କ ନାମ ହାଜିରା ବହିରେ ଟିପିବା — To mark or note the names of the persons present at the roll call