ହାଜର୍ ହେ! Hājar-he!
- ବୈଦେ. ଅ—(ଆ. ବାକ୍ୟ) (କଚିରିଆ) — ନିର୍ଦ୍ଦିଷ୍ଟ ତାରିଖରେ ଆସାମୀ ବା ପକ୍ଷ କଚିରିରେ ଉପସ୍ଥିତ ଅଛି କି ନାହିଁ, ଏହା ଜାଣିବା ନିମନ୍ତେ ଉକ୍ତ ବ୍ଯକ୍ତିର ନାମ ଧରି ଚପରାଶୀର ଡାକ — (Interjection used by the court-peon calling aloud the name of the person whose presence is required in court on the date). Is (such or such a person) in attendance?