ହାଜର୍ ବାସ୍ Hājar-bās

  • ବୈଦେ. ବିଣ (ଆ ହାଜିର୍+ଫା. ପ୍ରତ୍ୟୟ ବାସ୍) — ବରାବର ନିକଟରେ ଉପସ୍ଥିତ (ବ୍ଯକ୍ତି) — (a person) Constantly in attendance on some person
  • ବୈଦେ. ବିଣ (ଆ ହାଜିର୍+ଫା. ପ୍ରତ୍ୟୟ ବାସ୍) — ମନୁଷ୍ୟଙ୍କ ସଙ୍ଗେ ସବୁବେଳେ ଯାଇ ମେଳ ହେଉଥିବା (ବ୍ଯକ୍ତି) — Very social (person); constantly going to the people and mixing with them