ହାଜର୍ ଜାମିନ୍, ହାଜରି ଜାମିନ୍ Hājar(i) jāmin

  • ବୈଦେ. ବି. (ଆ. ହାଜିର୍+ଜମାନତ୍ (କଚିରିଆ) — କୌଣସି ଆସାମୀର ବା ପକ୍ଷର ବା ସାକ୍ଷୀର ନିର୍ଦ୍ଦିଷ୍ଟ ତାରିଖରେ ଅଦାଲତରେ ଉପସ୍ଥିତ ହେବାପାଇଁ ତାଠାରୁ ନିଆଯିବା ଜାମିନ୍ — Security taken from a person for his appearance in a court on a fixed date
  • ବୈଦେ. ବି. (ଆ. ହାଜିର୍+ଜମାନତ୍ (କଚିରିଆ) — କୌଣସି ବ୍ଯକ୍ତିକୁ ନିର୍ଦ୍ଦିଷ୍ଟ ତାରିଖରେ ଉପସ୍ଥିତ କରାଇବା ପାଇଁ ଦାୟିତ୍ୱ ନେବା ବ୍ଯକ୍ତି — A person who stands surety for the appearance of a person in court on a fixed date