ହାଜରା ଦେବା Hājarā debā

  • ଦେ. କ୍ରି — ହାଜିରା ଡାକିବାବେଳେ ହାଜିରାରେ ନାମ ଲେଖାଥିବା ବ୍ଯକ୍ତି ସେଠାରେ ଉପସ୍ଥିତ ହୋଇ 'ମୁଁ ଉପସ୍ଥିତ ଅଛି' ଏହା କହିବା — To respond to the call of one's name at roll call