ହାଜରା ଆସାମୀ Hāja rāāsāmī

  • ବୈଦେ. ବି—(ଫା) (କଚିରିଆ) — ହାକିମଙ୍କ ନିକଟ ଉପସ୍ଥିତ ମୁଦାଲା — An accused attending the court
  • ବୈଦେ. ବି—(ଫା) (କଚିରିଆ) — ପୁଲିସ୍ ରିପୋର୍ଟ ସଙ୍ଗେ ସଙ୍ଗେ ଅଦାଲତକୁ ଚାଲାଣ ଦିଆଯାଇଥିବା ମୁଦାଲା — An accused who is being sent up to court along with the police report