ହାଜତ୍ ଦେବା Hājat debā

  • ଦେ. କ୍ରି (କଚିରିଆ) — ବିଚାର ଶେଷ ନହେଉଣୁ ଆସାମୀକୁ ହାଜତରେ ରହିବାକୁ ଆଦେଶ ଦେବା — To order an undertrial prisoner to be kept in confinement or in the lock-up