ହାଙ୍ଗମା Hāṅgamā

  • ବୈଦେ. ବି—(ଫା. ହଙ୍ଗ୍ମାହ୍; ତୁଳ ସଂ. ସଙ୍ଗମ; ଆସାମୀ—ହଙ୍ଗମ=ଜନତା) — ହେଙ୍ଗାମ ବିବାଦ; କଳହ — Quarrel; dispute
  • ବୈଦେ. ବି—(ଫା. ହଙ୍ଗ୍ମାହ୍; ତୁଳ ସଂ. ସଙ୍ଗମ; ଆସାମୀ—ହଙ୍ଗମ=ଜନତା) — ବଚସା; ତକରାର — Wordy quarrel
  • ବୈଦେ. ବି—(ଫା. ହଙ୍ଗ୍ମାହ୍; ତୁଳ ସଂ. ସଙ୍ଗମ; ଆସାମୀ—ହଙ୍ଗମ=ଜନତା) — ଗୋଳମାଳ — Noise; row
  • ବୈଦେ. ବି—(ଫା. ହଙ୍ଗ୍ମାହ୍; ତୁଳ ସଂ. ସଙ୍ଗମ; ଆସାମୀ—ହଙ୍ଗମ=ଜନତା) — ଅଳି — Importunity